କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ବାଲିଆ ଗୋଡ଼ା ନିକଟରେ ଏନ ଏଚ ୪୯ରେ ଆଜି ସନ୍ଧ୍ୟାରେ ଏକ ବୁଲେଟ ଭାରସାମ୍ୟ ହରାଇ କଂକ୍ରିଟ ପାରାପିଟରେ ଭାରସାମ୍ୟ ହରାଇ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି।
Credible Local News of Odisha