ଓପିଏସ ସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଜି ଓପିଏସ ସ୍ତରରେ ଅଦଳବଦଳ କରି ଦିଲ୍ଲୀପ କୁମାର ତ୍ରିପାଠୀଙ୍କୁ ଇଓଡବ୍ଲୁ ଅତିରିକ୍ତ ଏସପି, ବିଳାସିନୀ ନାୟକଙ୍କୁ ଏସଟିଏଫ ଅତିରିକ୍ତ ଏସପି, ଉତ୍ତମ କୁମାର ମହାନ୍ତିଙ୍କୁ ସ୍ପେଶାଲ ବ୍ରାଞ୍ଚ ଡ଼ିଏସପି, ସଂଗ୍ରାମ କେଶରୀ ବିଶ୍ୱାଳଙ୍କୁ ଓଏଚଆରସି ଡ଼ିଏସପି, ନିରଞ୍ଜନ ବେହେରାଙ୍କ କ୍ରାଇମ ଆନାଲିସସ ଉଇଙ୍ଗ, ରବିନାରାୟଣ ପାଢ଼ୀଙ୍କୁ ଖୋର୍ଦ୍ଧା ଡ଼ିଏସପି, ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ କମିସନରେଟ ଏସିପି ଭାବେ ନିଯୁକ୍ତି ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes