ଆଜି ଭୁବନେଶ୍ୱରର ପାନ୍ଥ ନିବାସରେ ଓଡିଶା ପର୍ଯ୍ୟଟନ ନିଗମର 43 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଯୋଗ ଦେବା ସହ ବୁକିଂ ସାଇଟ www.bookodisha. com ଏବଂ ମୁଖପତ୍ର ଏଲିଭେଟିଙ୍ଗ ଓଡିଶା ଉନ୍ମୋଚିତ ହୋଇଥିଲା l
