ଓଡିଶା ନିର୍ମାଣ ନିଗମର ପ୍ରତିଷ୍ଠା ଦିବସ ପାଳିତ

ଓଡିଶା ନିର୍ମାଣ ନିଗମର 60 ତମ ପ୍ରତିଷ୍ଠା ଦିବସରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆଧୁନିକ ଓଡିଶା ଗଠନରେ ସଂସ୍ଥାର ଭୂମିକାକୁ ଭୁୟସୀ ପ୍ରଶଂସା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version