ଓଡିଶା ଆଲୟ ଷ୍ଟିଲ କଳିଙ୍ଗନଗରରେ କରିବ ପ୍ରକଳ୍ପ

ଓଡିଶା ଆଲୟ ଷ୍ଟିଲ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ପ୍ରସ୍ତାବିତ 8 ହଜାର କୋଟି ଟଙ୍କାର ଏକ 2.5 ଏମଟିପିଏ ଷ୍ଟିଲ ପ୍ଲାଣ୍ଟ ଏବଂ 370 ମେଗାୱାଟ ସିପିପି ପ୍ଲାଣ୍ଟକୁ ଆଜି ଅନୁମୋଦନ ମିଳିଛି l
ଏହି ପ୍ରକଳ୍ପରେ 5 ହଜାର ଲୋକଙ୍କ ନିଯୁକ୍ତି ସୁଯୋଗ ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes