ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନଲଜି ଆଣ୍ଡ ରିସର୍ଚ୍ଚରେ ୫-ଟି ସଚିବ

ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନଲଜି ଆଣ୍ଡ ରିସର୍ଚ୍ଚର ବିକାଶମୂଳକ କାମ ଆଜି ବୁଲି ଦେଖିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍।

ଶହେ ଏକର ଜମିରେ ନିର୍ମାଣ ହେଉଥିବା ଓୟୁଟିଆରରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଯୋଜନା କାମ ସରିଲେ ଛାତ୍ରଛାତ୍ରୀ କ୍ୟାମ୍ପସରେ ରହିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes