ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ସକାଶେ ଦାବି

ସୁବର୍ଣ୍ଣପୁର ଜିଲ୍ଲାର ଗଣପତି ବାଲାଜୀ ସୂତାକଳର ଶ୍ରମିକମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଲାଗୁ କରିବା ସକାଶେ ଦାବି କରି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହା ପୂର୍ବରୁ ଶ୍ରମିକ ସଂଘର ଏକ ଜରୁରୀ ବୈଠକ ସଙ୍ଘର ସଭାପତି ଯୋଗେନ୍ଦ୍ର ପଣ୍ଡା, ଉପଦେଷ୍ଟା ବଳଦେବ ବେଦବାକ, ସୁରେଶ ପାତ୍ର, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ଉପସ୍ଥିତିରେ ବସିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes