ରାଜ୍ୟରେ ମାଂସ, ଅଣ୍ଡାର ଆବଶ୍ୟକତା ନେଇ ଗୃହରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ପ୍ରତିଦିନ ହାରାହାରି ୦.୩୪ ହଜାର ମେଟ୍ରିକ ଟନ୍ ଖାସି ମାଂସ ଆବଶ୍ୟକ ହୋଇଥିବା ବେଳେ ୦.୮୪ ହଜାର ମେଟ୍ରିକ ଟନ୍ କୁକୁଡ଼ା ମାଂସ।
୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଓଡ଼ିଶାରେ ଅଛି କହିଛନ୍ତି ମନ୍ତ୍ରୀ।