ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏବଂ ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ କହିଛନ୍ତି ରାଜସ୍ବ ମନ୍ତ୍ରୀ।କ୍ୟାଡର ପୁନର୍ଗଠନ ରାଜସ୍ବ ବିଭାଗ ଅଧୀନ ନୁହେଁ, GA ବିଭାଗକୁ ଯାଇଛି, ଅପେକ୍ଷା ନ କରି ଛୁଟିରେ ରହିଲେ ଗ୍ରହଣୀୟ ନୁହେଁ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
Credible Local News of Odisha