ଓଡ଼ିଶା ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ରକୁ ଚିଠି

କେନ୍ଦ୍ରର ୪ଟି ବିଭାଗକୁ ଚିଠି ଲେଖିଛନ୍ତି ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର।ବନ୍ଦର, ସିପିଂ ଓ ଜଳପଥ ସଚିବ, ବୈଦେଶିକ ସଚିବ, ସ୍ୱରାଷ୍ଟ୍ର ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଲେ PRC ବିଶାଲ ଗଗନ। ଗତ ୩ ତାରିଖରୁ EA ଜେରସି ଭେସେଲ୍‌ରୁ ନିଖୋଜ ଅଛନ୍ତି ସାର୍ଥକ।

ଜାହାଜରେ ଡ୍ୟୁଟି ବେଳେ ମଝି ସମୁଦ୍ରରୁ ନିଖୋଜ ଅଛନ୍ତି ସାର୍ଥକ। ଏନେଇ ସାର୍ଥକଙ୍କ ମା’ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜଣାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes