ଭୁବନେଶ୍ବରରେ କଂଗ୍ରେସ କର୍ମୀ ଓ ନେତାମାନେ ବାଇକ ରାଲି କରିଛନ୍ତି।ରାଲିରେ ପିସିସି ସଭାପତି ଏବଂ ପ୍ରଭାରୀ ସାମିଲ ହୋଇଥିଲେ। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଗାଡ଼ି ଅଟକାଇଛନ୍ତି।କଟକ-ଭୁବନେଶ୍ବର ରାସ୍ତାରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି।
Credible Local News of Odisha