ଓଡ଼ିଶା ପୋଲିସ୍‌ରେ ବଡ଼ ନିଯୁକ୍ତି ନେଇ ଘୋଷଣା

୭୬୬୪ ପଦବୀ ପୂରଣ ପାଇଁ OUSSSCକୁ ଚିଠି ହୋଇଛି। ୪୨୧୯ ସିଭିଲ୍ କନେଷ୍ଟବଳ ପଦବୀ ପୂରଣ ହେବ ଏବଂ ୨୨୧୨ OISF କନେଷ୍ଟବଳ ପଦବୀ ପୂରଣ ପାଇଁ ଚିଠି ହୋଇଛି। ୩୦୦ କନେଷ୍ଟବଳ (ଯୋଗାଯୋଗ) ଓ ୯୩୩ SI ପଦବୀ ପୂରଣ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes