ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ

ଆସନ୍ତା ୧୫ ତାରିଖରେ ରାହୁଲ ଗାନ୍ଧି ବଲାଙ୍ଗିରରେ ସଭା କରିବେ ଏବଂ ୧୬ ତାରିଖରେ କନ୍ଧମାଳରେ ସଭାରେ କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ।

ଆସନ୍ତାକାଲି ଜୟରାମ ରମେଶ ଭୁବନେଶ୍ବରରେ ପ୍ରେସମିଟ୍‌ କରିବେ। ଏ ନେଇ ସୂଚନା ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes