ଓଡ଼ିଶା କାର୍ଟୁନ ଏକାଡେମୀର କାର୍ଟୁନ ପ୍ରଦର୍ଶନୀ

ବିଶ୍ୱ କାର୍ଟୁନିଷ୍ଟ ଦିବସ ଅବସରରେ ଓଡ଼ିଶା କାର୍ଟୁନ ଏକାଡେମୀ ପକ୍ଷରୁ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଦୁଇଦିନିଆ କାର୍ଟୁନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ ଉଦଘାଟନ କରିଛନ୍ତି l

ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସିଜିଏମ ଅରବିନ୍ଦ ଦାସ, ସାମ୍ବାଦିକ ଜିତେନ୍ଦ୍ର ନାୟକ, କାର୍ଟୁନିଷ୍ଟ କେକେ ରଥ, ସୁଧାଂଶୁ ଦେଓ, କେଶୁ ଦାସ ଉପସ୍ଥିତ ଥିଲେ l ଏହି ଅବସରରେ ବିଭିନ୍ନ କାର୍ଟୁନିଷ୍ଟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes