ଓଡ଼ିଶା ଆସୁଥିବା ୭ କୋଟି ଟଙ୍କାର ନକଲି ଔଷଧ ଜବତ କଲା ୟୁପି ପୁଲିସ

ଓଡ଼ିଶା ସରକାରଙ୍କ ସୂଚନା ଆଧାରରେ ୟୁପି ଏସଟିଏଫ ସିଗ୍ରା ଥାନା ଅଞ୍ଚଳର ଏକ ଘରୁ ନକଲି ମେଡିସିନ ଜବତ କରିଛି।

ସୂଚନା ଅନୁଯାୟୀ, ୟୁପିର ସିକନ୍ଦରାବାଦର ଅଶୋକ କୁମାରଙ୍କ ଘରୁ ମେଡିସିନ ଜବତ କରାଯାଇଛି। ୟୁପି ପୋଲିସ ଅଶୋକଙ୍କୁ ପଚରାଉଚରା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version