ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା

ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ କଂଗ୍ରେସର ୨ ବରିଷ୍ଠ ନେତା ଦିଗ୍‌ବିଜୟ ସିଂ ଓ ଜୟରାମ ରମେଶ।

ଏହି ୨ ନେତା ‘ଭାରତ ଯୋଡ଼ ଅଭିଯାନ’ ସମ୍ପର୍କରେ ଆଲୋଚନା କରିବେ। ଏହା ସହ ସେପ୍ଟେମ୍ବର ୧୮ରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes