କାଲିଠୁ ଆରମ୍ଭ ହେବାକୁ ଥିବା ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟନ କରିବେ ଲୋକସଭା ବାଚସ୍ପତି।
ସମାରୋହରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଉପସ୍ଥିତ ରହିବେ। SCSTଙ୍କ ବିକାଶ ଓ ସମସ୍ୟା ନେଇ ହେବ ଆଲୋଚନା।
Credible Local News of Odisha