୩ ଦାଦନଙ୍କୁ ସର୍ଦ୍ଦାର ଘରକୁ ନ ଛାଡ଼ି ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ୩ ଦାଦନ ବି.ତୁରୁବୁଡି ପଞ୍ଚାୟତ ଲଷ୍ମୀନାରାୟଣପୁର ଗାଁର। ମାଡ଼ ମରାଯିବା ସହ ଖାଇବାକୁ ଦିଆ ଯାଉନଥିବା ଅଭିଯୋଗ ହୋଇଛି।ଥାନାରେ ଅଭିଯୋଗ ପରେ ତାମିଲନାଡୁ ଗଲା ପୋଲିସର ସ୍ୱତନ୍ତ୍ର ଟିମ୍।
Credible Local News of Odisha