ଓଡ଼ିଶାର ୧୧ ପୁଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ

ତାଲିକାରେ ଆଇଜି ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ ଡିଏସ୍‌ପି ରାଙ୍କ ଅଧିକାରୀ ସ୍ଥାନ ପାଇଛନ୍ତି।

୩ ଜଣ ଡିଏସ୍‌ପି ରାଙ୍କ ଅଧିକାରୀ ହେଲେ ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ, ପ୍ରଶାନ୍ତ ସାହୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes