ଓଡ଼ିଶାର ମିଥ୍ୟା ମୋଟର ଦୁର୍ଘଟଣା ମାମଲା; ରାଜ୍ୟରେ SIT ଗଠିତ

ସୁପ୍ରିମକୋର୍ଟରେ ଓଡ଼ିଶାର ମିଥ୍ୟା ମୋଟର ଦୁର୍ଘଟଣା ମାମଲା ନେଇ ରାଜ୍ୟରେ SIT ଗଠିତ ହୋଇଛି କହିଲେ AG ପୀତାମ୍ବର ଆଚାର୍ଯ୍ୟ।କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ୱରେ ଗଠିତ ହୋଇଛି SIT। ଓରିଏଣ୍ଟାଲ ଇନ୍‌ସୁରାନ୍ସ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା, ୭୦ଟି ଦୁର୍ଘଟଣା ମାମଲାରେ ମିଥ୍ୟା କ୍ଲେମ୍‌ ହୋଇଥିବା ଜଣାପଡ଼ିଛି।

୪ଟି ମାମଲାରେ ଫେକ୍‌ କ୍ଲେମ କରାଯାଇ କ୍ଷତିପୂରଣ ନିଆଯାଇଛି। ଏହା ସୁସଙ୍ଗଠିତ ରାକେଟ ହୋଇଥିବା ବେଳେ ଇନ୍‌ସୁରାନ୍ସ ଷ୍ଟାଫ୍‌, ପୋଲିସ, ଆଇନଜୀବୀ ସମ୍ପୃକ୍ତ ଅଛନ୍ତି। ଏହି ଘଟଣାରେ ଜଣେ ଆଇନଜୀବୀଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes