ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିଥିବା ବେଳେ ସେଥି ମଧ୍ୟରେ ଓଡ଼ିଶାର ମାଗୁଣି ଚରଣ କହଁରଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ।
କାଠି କଣ୍ଢେଇ ନାଚକୁ ବଞ୍ଚେଇ ରଖିଥିବାରୁ ସମ୍ମାନ ପ୍ରଦାନ କରାଯାଇଛି।
Credible Local News of Odisha