ପଞ୍ଜାବରେ ୭ମ ଜାତୀୟ ପାରା ତୀରନ୍ଦାଜି ଚାମ୍ପିୟନସିପ୍ରେ ସଫଳତା ପାଇଛନ୍ତି ପାୟଲ ନାଗ୍। ୫୦ ମିଟର ବ୍ୟକ୍ତିଗତ ଦୂରତା ବର୍ଗରେ ରୌପ୍ୟ ଜିତିଲେ ପାୟଲ। ୫୦ ମିଟର କମ୍ପାଉଣ୍ଡ ଅଲିମ୍ପିକ୍ସ ରାଉଣ୍ଡରେ କାଂସ୍ୟ ପଦକ ଜିତିଛନ୍ତି।
Credible Local News of Odisha