ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ କହିଛନ୍ତି ମୁଖ୍ୟମନ୍ତ୍ରୀମ ବିଶ୍ୱ ଆଥଲେଟିକ୍ସ ଇନ୍ଡୋର ଚାମ୍ପିଅନସିପ୍ ୨୦୨୮ ପୂର୍ବରୁ ଏହା ଅନୁଷ୍ଠିତ ହେବ। ଆୟୋଜନ ଅଧିକାର କ୍ରୀଡ଼ା ସଫଳତାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି, ଓଡ଼ିଶାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ପ୍ରତିଷ୍ଠିତ କରିଛି କହିଛନ୍ତି ମୁଖ୍ୟମନ୍ତ୍ରୀ।