ଓଡ଼ିଶାରେ ସ୍ୱାଭାବିକଠୁ କମ୍‌ ବର୍ଷା ଆଶଙ୍କା

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି, ଏଥର ଜୁନ୍‌ରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ। ଜୁନ୍‌ରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍‌ ବର୍ଷା ହେବ। ଦେଶର ମଧ୍ୟ ଭାଗରେ ୯୪% କମ୍‌ ବର୍ଷା ହେବା ଆଶଙ୍କା ହୋଇଛି। ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍‌ ବର୍ଷା ଆଶଙ୍କା ରହିଛି। ଏବେ ଏଲ୍‌-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଓଡ଼ିଶାରେ ହିଟ୍‌ଓ୍ୱେଭ୍‌ ସତର୍କତା ଜାରି କହିଛି କହିଛନ୍ତି ଏହି ସୂଚନା ଦିଆଯାଇଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes