ଓଡ଼ିଶାରେ ସିଡିଟିଏସ ପ୍ରସ୍ତାବ ନାହିଁ: ଗୃହ ମନ୍ତ୍ରୀ

ଓଡ଼ିଶାରେ ସେଣ୍ଟ୍ରାଲ ଡିଟେକ୍ଟିଭ ଟ୍ରେନିଂ ସ୍କୁଲ (CDTS) ପ୍ରସ୍ତାବ NBPR&D ପକ୍ଷରୁ ନାହିଁ କହିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ।

୩ ବିଜେଡି ସାଂସଦଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନରେ କହିଲେ। ପୁଲିସଙ୍କୁ ଟ୍ରେନିଂ ଦେବାକୁ ଆତଙ୍କୀ ନିରୋଧ ତାଲିମ କେନ୍ଦ୍ର ରହିଛି।ଓଡ଼ିଶାରେ ଏପରି ୩ଟି ତାଲିମ କେନ୍ଦ୍ର ରହିଛି ବୋଲି ଲିଖିତ ଉତ୍ତର ଦେଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes