ଓଡ଼ିଶାରେ ପ୍ରସ୍ତୁତ ୩ ସେମିକଣ୍ଡକ୍ଟର ଚିପ୍ସ ପ୍ରଧାନମନ୍ତ୍ରୀଙ୍କୁ ଭେଟି

ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍‌ ଇଣ୍ଡିଆ ୨୦୨୫ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସେମିକଣ୍ଡକ୍ଟର ଚିପ୍ସ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଇସ୍ରୋ ସେମିକଣ୍ଡକ୍ଟର ଲ୍ୟାବ୍‌ରେ ପ୍ରସ୍ତୁତ ବିକ୍ରମ-୩୨ ବିଟ୍‌ ପ୍ରୋସେସର ସହ NITରାଉରକେଲାରେ ପ୍ରସ୍ତୁତ ୨ ସେମିକଣ୍ଡକ୍ଟର ଚିପ୍ସ ପ୍ରଦାନ କରିଛନ୍ତି। ଏହା ସହ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ସେମିକଣ୍ଡକ୍ଟର ବି ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes