ଓଡ଼ିଶାରୁ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ଓଡ଼ିଶାରୁ ଜଣେ ସିବିଆଇ ଅଧିକାରୀ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ ହେବେ। ଉଲ୍ଲେଖନୀୟ ସେବା ପାଇଁ ସିବିଆଇ ଏଏସ୍‌ପି ବୈଦ୍ୟନାଥ ସାମଲଙ୍କୁ ମିଳିବ ପଦକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes