ଓଡ଼ିଶାକୁ ମାଓମୁକ୍ତ ରାଜ୍ୟ ହୋଇଥିବା କହିଛନ୍ତି ପୋଲିସ ଡିଜି ୱାଇ. ବି ଖୁରାନିଆ। ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର କାର୍ଯ୍ୟକଳାପ ଉପରେ ନଜର ରହିଛି। ପଡ଼ୋଶୀ ରାଜ୍ୟରେ ମାଓ କାର୍ଯ୍ୟକଳାପ ଥିବାରୁ ଆଲର୍ଟରେ ଅଛି ଓଡ଼ିଶା କହିଛନ୍ତି ଡିଜିପି।
Credible Local News of Odisha