ସୋମନାଥ ଅମୃତ ପର୍ବରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳାର୍ପଣ କରିବା ସହ ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ।
ଆଜି ଆଧ୍ୟାତ୍ମିକ ଆକାଶରେ ନୂଆ ସୂର୍ଯ୍ୟୋଦୟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ବିକାଶ ଓ ବିରାସତ୍ର ମନ୍ତ୍ର ଦେଇଛନ୍ତି।ରାଜ୍ୟର ପ୍ରତ୍ୟେକଟି ମନ୍ଦିର ଓ ଐତିହ୍ୟର ପୁନରୁଦ୍ଧାର ଓ ବିକାଶ କରିବା, ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଉଦ୍ୟମ କରିବା କହିଛନ୍ତି ମୁଖ୍ୟମନ୍ତ୍ରୀ।