ଓଟିଭିକୁ ପୁରିଲା ୨୫ ବର୍ଷ, ଚାନେଲର ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ରାଜ୍ୟର ଅଗ୍ରଣୀ ଟିଭି ଚ୍ୟାନେଲ ଓଟିଭି ନିଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିବା ପରିଲକ୍ଷିତ ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର କର୍ମଚାରୀ ଓ ଶୁଭେଚ୍ଛୁ ରହି ନିଜର ଶୁଭେଚ୍ଛା ଜଣାଇ ଥିବା ପରିଲକ୍ଷିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes