ଓଟିପି ସେୟାର ସ୍କାମ୍‌ ଘଟଣାରେ ଆଉ ଜଣେ ନୟାଗଡ଼ରୁ ଗିରଫ

ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭକୁ ଓଟିପି ସେୟାର ସ୍କାମ୍‌ ଘଟଣାରେ ଆଉ ଜଣେ ଅଭିଯୁକ୍ତ ନୟାଗଡ଼ର ପ୍ରଦ୍ୟୁମ୍ନ ସାହୁ ଗିରଫ ହୋଇଛି।

୫୦୦ରୁ ଊର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ପଠାଣୀଙ୍କୁ ବିକିଥିଲେ ପ୍ରଦ୍ୟୁମ୍ନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes