ସ୍ପେଶାଲ୍ OTET ପ୍ରଶ୍ନପତ୍ର ଜାଲିଆତି ଘଟଣାର ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି।
ଆସନ୍ତାକାଲି ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ୫ ତାରିଖରେ ହୋଇପାରେ ଶୁଣାଣି।
Credible Local News of Odisha