ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ନୋଟିସ

ବିଭିନ୍ନ ଓକିଲ ସଂଘ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବ୍ୟାଘାତ ହେବା ଘଟଣାରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ବାର୍ କାଉନସିଲ୍ ଅଫ୍ ଓଡ଼ିଶାକୁ ନୋଟିସ କରିବା ସହ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ରାଜ୍ୟର ବିଭିନ୍ନ ଜିଲ୍ଲାର ଓକିଲ ସଂଘକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଆସନ୍ତା ସୋମବାର ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes