ଓଏମସି ଗେଟ୍‌ରେ ତାଲା ପକାଇ ଧାରଣା

କୋଇଡ଼ାରେ ୫ ଦଫା ଦାବି ନେଇ OMC ଗେଟ୍‌ରେ ତାଲା ପକାଇ ସିକୁରିଟି ଗାର୍ଡ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସି ଆଇଟିୟୁ ସମର୍ଥନରେ ବିକ୍ଷୋଭ ପ୍ରଦଶର୍ନ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes