ଓଏଏସ ରେଜଲ୍ଟ : ବୁବୁନ ସାହୁ ଟପ୍ପର

OPSC ପରିଚାଳିତ OCS-2024ରେ ବୁବୁନ ସାହୁ ଟପ୍ପର ହୋଇଛନ୍ତି।ଦ୍ବିତୀୟରେ ରହିଛନ୍ତି ଶୋଭନା ମହାନ୍ତି। ତୃତୀୟରେ ଜିତମିତ୍ର ସାହୁ, ୪ରେ କନକ ଜୈନ, ୫ମରେ ସଂଗ୍ରାମ ପ୍ରଧାନ, ୬ରେ ଅମନ ଗୋୟଲ, ୭ମରେ ଶାନ୍ତନୁ କୁମାର ଶତପଥୀ, ୮ମରେ ନିତେଶ କୁମାର ବାରିକ, ୯ମରେ ଶୀତଲ ପାତ୍ର, ୧୦ମରେ ଈତିଶ୍ରୀ ଜେନା ରହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes