ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୂଷ ମହାନ୍ତିଙ୍କୁ ଆଶ୍ୱସ୍ତି

ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୂଷ ମହାନ୍ତିଙ୍କୁ ଜାମିନ ସହ ଜରିମାନା ଉପରେ ସ୍ଥଗିତାଦେଶ ଦେଇଛନ୍ତି ହାଇକୋର୍ଟ ।

ନିମ୍ନ ଅଦାଲତଙ୍କ ସର୍ତ୍ତପୂରଣ କରି ଜାମିନରେ ଯାଇପାରିବେ ପୀୟୂଷ । ସେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସମାନ ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version