ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସମସ୍ତ ଟ୍ରକ୍ ଟର୍ମିନାଲ କାମ ଶେଷ ହୋଇଥିବା ବେଳେ କେବଳ ଗିରିଶୋଳାରେ ଥିବା ଟର୍ମିନାଲଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି କହିଛନ୍ତି ମନ୍ତ୍ରୀ।
ଟ୍ରକ୍ ଟର୍ମିନାଲ କାର୍ଯ୍ୟକ୍ଷମ ହେଲେ ଦୁର୍ଘଟଣା ଅନେକ ମାତ୍ରାରେ କମିବ ନେଇ ସରକାର ଆଶା ରଖିଥିବା କହିଛନ୍ତି ମନ୍ତ୍ରୀ।