ଡିଜିସିଏର ନିୟମ ଉଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ଭର୍ତ୍ତୃହରି। ବିଳମ୍ବରେ ଉଡ଼ାଣ, ଏସି କାମ କରୁନଥିବା ଅଭିଯୋଗ କରିବା ସହ ବିମାନ କ୍ୟାବିନରେ ତାପମାତ୍ରା ସମସ୍ୟା ଥିବା ନେଇ ଆପତ୍ତି ଉଠାଇଛନ୍ତି। ଘଟଣାର ତଦନ୍ତ ସହ ସମାଧାନ ପାଇଁ ଦାବି କରିଛନ୍ତି ଭର୍ତ୍ତୃହରି।
Credible Local News of Odisha