ଏୟାରପୋର୍ଟରୁ ୩୦ କୋଟିର ମାରିଜୁଆନା ଜବତ

ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ବେଳେ ଧରିଲା କଷ୍ଟମ ବିଭାଗ। ୬ଟି ବ୍ୟାଗ୍‌ ଭର୍ତ୍ତି ମାରିଜୁଆନା ଜବତ ସହ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି କଷ୍ଟମ ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes