ଏହା ଗୋଷ୍ଠୀ ସଂଘର୍ଷ ନୁହେଁ, ୨ ଜଣଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡ଼ା: ଏସ୍‌ପି

ସମ୍ବଲପୁର ଧନୁପାଲି ଥାନା କୁମ୍ଭାରପଡ଼ାରେ ଗଣ୍ଡଗୋଳ ଘଟଣାରେ ଏସ୍‌ପି ବି. ଗଙ୍ଗାଧର ଏହି କହିଛନ୍ତି।

ସୋସିଆଲ ମିଡିଆରେ ଅଶ୍ଳୀଳ ମେସେଜକୁ ନେଇ ବିବାଦ ହୋଇଥିଲା।
ଗଣ୍ଡଗୋଳ ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes