କଟକ ଏସ୍ସିବିରେ ବାହାନଗା ଟ୍ରେନ୍ ଟ୍ରାଜେଡି ଆହତଙ୍କୁ ଭେଟିବା ପାଇଁ କଟକରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ରେଭେନ୍ସା ହେଲିପ୍ୟାଡରେ ପହଞ୍ଚିଲା ପରେ ସେଠୁ ସେ ଏସ୍ସିବି ଯିବେ।
Credible Local News of Odisha