ଏସ୍ଏଚଜି ମାଧ୍ୟମରେ ଟଙ୍କା ବାଣ୍ଟିବାକୁ ଶାସକଦଳ ପ୍ରୟାସ କରୁଛି: ବିଜେପି

ଧାମନଗର ଉପନିର୍ବାଚନରେ ଅର୍ଥ କାରବାର ନେଇ ବିଜେପି ଅଭିଯୋଗ କରିବା ସହ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି।

ଏସ୍ଏଚଜି ମାଧ୍ୟମରେ ଟଙ୍କା ବାଣ୍ଟିବାକୁ ଶାସକଦଳ ପ୍ରୟାସ କରୁଛି, ସମସ୍ତ ଏସ୍ଏଚ୍‌ଜିର ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରାଯାଉଥିବା ନାଜିର ରହିଛି,
ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ଏସ୍ଏଚଜିଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଉ ବୋଲି ବିଜେପି କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version