ଏସିଡ୍‌ ମାଡ଼ ମାମଲା; ୨ ଦୋଷୀଙ୍କୁ ଆଜୀବନ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜୁଲୁଣ୍ଡାରେ ୨୦୨୧ ମସିହାରେ ଯୁବକଙ୍କୁ ଏସିଡ୍‌ ମାଡ଼ ମାମଲାରେ ୨ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସୋନପୁର ADJ।

ଦୋଷୀ ରାଜାରାମ ମଲ୍ଲିକ, ବିକ୍ରମ ହରିପାଲକୁ ଆଜୀବନ ଜେଲ୍ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes