ଏସିଏଫ୍ ମୃତ୍ୟୁ ମାମଲା: ପତ୍ନୀଙ୍କ ନାଁରେ ଚାଲିବ ହତ୍ୟା ମାମଲା

ଏସିଏଫ୍ ସୌମ୍ୟ ରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ଓ ତତ୍‌କାଳୀନ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ ପିଟିସନ୍‌ ଖାରଜ କଲେ ହାଇକୋର୍ଟ।

ରୋଷେୟା ମନ୍ତଥ କୁମ୍ଭଙ୍କ ନାଁରେ ମଧ୍ୟ ହତ୍ୟା ମାମଲା ଚାଲିବ। ଉଭୟ SDJMଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆସିଥିଲେ ହାଇକୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes