ଏସସି କଲ୍ୟାଣ ସଂଘ ପକ୍ଷରୁ ୧୦ଦଫା ଦାବି ପ୍ରଦାନ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏସସି କଲ୍ୟାଣ ସଂଘ ସଭାପତି ସୁରୁବାବୁ ନନ୍ଦ ଓ ସମ୍ପାଦକ ରତ୍ନାକର ସେଠଙ୍କ ନେତୃତ୍ୱରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes