ଏସସିବି ମେଡିକାଲର ସାତ ଡାକ୍ତରଙ୍କ ନାମରେ ଚାର୍ଜସିଟ

ଗତବର୍ଷ ଅକ୍ଟୋବର 21 ତାରିଖରେ କଟକ ଏସସିବି ମେଡିକାଲ ପରିସରରେ ଆଇନଜୀବୀ ସପନ କୁମାର ପାଲଙ୍କୁ ଡାକ୍ତରମାନେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ଉପରେ ପୁଲିସ ନିରବ ରହିବାରୁ ଆଇନଜୀବୀ ମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ l
ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସାତ ଜଣ ଡାକ୍ତରଙ୍କ ନାମରେ ଚାର୍ଜସିଟ କରାଯାଇଥିବା ଆଜି ମଙ୍ଗଳାବାଗ ପୁଲିସ ହାଇକୋର୍ଟଙ୍କୁ ଅବଗତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version