ଏସସିବି କାର୍ଡିଓଲୋଜି ଆଇସିୟୁରେ ସୁଶାନ୍ତ ଧଳସାମନ୍ତ ଭର୍ତ୍ତି

ଏସସିବିରେ ସୁରକ୍ଷା ବ୍ୟବସ୍ଥା ନେଇ ଜୋନ-୨ ଏସିପି ସୂଚନା ଦେଇଛନ୍ତି।ସୁଶାନ୍ତଙ୍କ ପାଇଁ ଏସସିବିରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କୋର୍ଟଙ୍କ ବିନା ଅନୁମତିରେ ସୁଶାନ୍ତଙ୍କୁ କେହି ଭେଟିପାରିବେ ନାହିଁ, ବାହାର ଖାଦ୍ୟ ଦିଆଯିବନି, କେବଳ ମେଡିକାଲ ଖାଦ୍ୟ ଅନୁମତି ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes