ଏସସିବିରେ ୬ଜଣିଆ କେନ୍ଦ୍ରୀୟ ତଦନ୍ତ କମିଟି

କଟକ ଏସ୍‌ସିବି ମେଡିକାଲ୍‌ରେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତ କମିଟି ପହଞ୍ଚି ଏସ୍‌ସିବି ମେଡିକାଲ୍‌ ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି।

ଅଗ୍ନିକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ଗତ ମାର୍ଚ୍ଚ ୧୬ରେ ଅଗ୍ନିକାଣ୍ଡ ଘଟି ୧୨ ଜଣ ରୋଗୀଙ୍କର ଜୀବନ ଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes