ଏସସିବିରେ ଆସନ୍ତା ୯ ତାରିଖରୁ ଅନଲାଇନରେ ଆଉଟଡୋର ଟିକେଟ

କଟକ ଏସସିବି ମେଡିକାଲରେ ଆସନ୍ତା 9 ତାରିଖରୁ ରୋଗୀ ମାନେ ଅନଲାଇନରେ ଆଉଟଡୋର ଟିକେଟ କରିବେ ଏବଂ ଆଉ ଧାଡିରେ ଛିଡା ହେବାକୁ ପଡିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes