ଏସପିଓଙ୍କ ପୁୁଅଙ୍କ ନାଁରେ ଫେକ୍ ପାନକାର୍ଡ କରି ଠକେଇ ଅଭିଯୋଗ

ବୁର୍ଲା ଥାନାର ଏସପିଓଙ୍କ ପୁୁଅ ଅଚ୍ୟୁତାନନ୍ଦ ବଢେଇଙ୍କ ନାଁରେ ଫେକ୍ ପାନକାର୍ଡ ତିଆରି କରି ଠକେଇ ଅଭିଯୋଗରେ ଆଜି ୪ ଜଣଙ୍କୁ ସମ୍ବଲପୁର ପୁଲିସ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ୱଷ୍ଟ କରିଛନ୍ତି ସମ୍ବଲପୁର ଏସପି |

ଗିରଫ ଅଭିଯୁକ୍ତମାନେ ହେଲେ ଅର୍ବାନ କୋଅପରେଟିଭ ବ୍ଯାଙ୍କର ଆସିଷ୍ଟାଣ୍ଟ ମ୍ଯାନେର ଅକ୍ଷୟ ନାୟକ, ସିନିୟର କ୍ଲାର୍କ ପ୍ରଶାନ୍ତ ଜେନା, ସୁବାଷ ସ୍ୱାଇଁ ଓ ଅମିତ ବେରିଓ୍ବାଲ |

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes